Advertisement

The Good Deeds of Parents - ପିତା ମାତା ସୁକୃତରୁ ପୁତ୍ର ହୁଏ ସୁଖୀ

The Good Deeds of Parents - ପିତା ମାତା ସୁକୃତରୁ ପୁତ୍ର ହୁଏ ସୁଖୀ This video is among the collection of talks of world famous Kriya yogi Paramahamsa Prajnananandaji Maharaj during Gita Jnana Yajna. In this video Maharaji was asked questions, which he answered. The first question asks whether the saying “the good deeds of parents make the children righteous” is relevant in present day. Maharaji emphatically affirmed that it is the truth. Very rarely when parents are righteous does a child become wayward. He cited the example of Prahlada and Virochana. Replying to the second question, Maharaji said that even after accepting the Guru in their lives and hanging his photo in the office, senior office functionaries do not hesitate in indulging in corrupt practices. The next question is about our youth treading the wrong path. Poor social atmosphere and bad company are causing the youth to go astray. Even politicians help them in getting drugs and give them various allurements to lead them in the wrong path. The last question enquires about how one will get freedom from worldly illusions. Embracing Shri Krishna, or Mayadhar, is the only way to free oneself from maya or worldly illusions.

Paramahamsa Prajnanananda is a highly evolved saint. Travelling across the world he spreads the message of Kriya Yoga, along with active involvement in social reformation, environmental conservation and similar activities. This unbroken lineage of the oldest yoga tradition, Kriya Yoga, started with Babaji Maharaj and moved in guru-shishya tradition through Shyamacharan Lahiri Mahashaya, Swami Shriyukteshwarji, Bhupendranath Sanyal Mahasaya, world renowned author of Autobiography of a Yogi, Paramahamsa Yoganandaji, Swami Satyanandaji, Paramahamsa Hariharanandaji and the present World master Paramahamsa Prajnananandaji.

To know more about the great saint and learn the teachings of Kriya Yoga, please visit

ଏହି ଭିଡିଓଟି ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜଙ୍କ ଗୀତା ଜ୍ଞାନ ଯଜ୍ଞରୁ ସଂଗୃହୀତ | ଏଠାରେ ମହାରାଜଜୀଙ୍କୁ କେତେ ଗୁଡିଏ ପ୍ରଶ୍ନ ପଚରା ଯାଇଛି ଏବଂ ସେ ସୁନ୍ଦର ଭାବରେ ସେଗୁଡିକର ଉତ୍ତର ଦେଇଛନ୍ତି | ପ୍ରଥମ ପ୍ରଶ୍ନଟି, "ପିତା ମାତା ସୁକୃତରୁ ପୁତ୍ର ହୁଏ ସୁଖୀ" ବର୍ତ୍ତମାନ ସମାଜରେ ଏହା ଯଥାର୍ଥ କି ନାହିଁ ? ମହାରାଜଜୀ କହିଛନ୍ତି ଏହା ସତ୍ୟ ଅଟେ | କ୍ବଚିତ ଦେଖାଯାଏ ଯେ ପିତାମାତା ଭଲ ହୋଇଥିଲେ ମଧ୍ୟ ପିଲାଟି ସୁପଥରେ ନ ଥାଏ, ଏଠାରେ ସେ ପ୍ରହ୍ଲାଦ ଓ ବିରୋଚନା ର ଉଦାହରଣ ଦେଇଛନ୍ତି | ଦ୍ବିତୀୟ ପ୍ରଶ୍ନଟିର ଉତ୍ତର ଦେଇ ମହାରାଜଜୀ କହିଛନ୍ତି, ଗୁରୁ ଗ୍ରହଣ କରି , କାର୍ଯ୍ୟାଳୟରେ ଗୁରୁଙ୍କର ଫୋଟ ରଖି ମଧ୍ୟ ଆଜିକାଲି ବଡ ବଡ କର୍ମକର୍ତ୍ତାମାନେ ଦୁର୍ନୀତି କରିବାକୁ ପଶ୍ଚାଦପଦ ହୁଅନ୍ତି ନାହିଁ |ପରବର୍ତ୍ତୀ ପ୍ରଶ୍ନଟି ଆଜିର ଯୁବ ସମାଜ କିପରି କୁପଥରେ ଯାଉଛି, ସେ ବିଷୟରେ | ମହାରାଜଜୀ କହିଛନ୍ତି ପରିବେଶ ଓ ଖରାପ ସଙ୍ଗ ପ୍ରଭାବରୁ ପିଲାମାନେ କୁପଥରେ ଯାଉଛନ୍ତି | ଏପରିକି ରାଜନେତାମାନେ ମଧ୍ୟ ପିଲାମାନଙ୍କୁ ନିଶା ଖାଇବାକୁ ସାହାଯ୍ୟ କରି, ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅବାଟକୁ ନେଉଛନ୍ତି | ଶେଷ ପ୍ରଶ୍ନଟି, ମାୟାଜାଲରୁ କିପରି ମୁକ୍ତି ମିଳିପାରିବା ବିଷୟରେ | ମାୟାଧରଙ୍କୁ ଧରିଲେ ମାୟାରୁ ମୁକତି ମିଳିପାରିବ ବୋଲି ସୁନ୍ଦର ଭାବରେ କେଉଟ ଓ ମାଛ ର ଉଦାହରଣ ଦେଇ ମହାରାଜଜୀ କହିଛନ୍ତି |

ପରମହଂସ ପ୍ରଜ୍ଞାନାନନ୍ଦଜୀ ମହାରାଜ ଜଣେ ଉଚ୍ଚ କୋଟିର ସନ୍ଥ ମହାତ୍ମା | ଦେଶ ବିଦେଶ ଭ୍ରମଣ କରି ସେ କ୍ରିୟା ଯୋଗର ବାର୍ତ୍ତା ପ୍ରଚାର କରିବା ସହିତ, ସମାଜ ସଂସ୍କାର, ପରିବେଶ ସୁରକ୍ଷା ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିଥାଆନ୍ତି | ସର୍ବ ପୁରାତନ କ୍ରିୟା ଯୋଗ ଗୁରୁ ପରମ୍ପରା, ଯାହାକି ମହାବତାର ବାବାଜୀଙ୍କ ଠାରୁ ଆରମ୍ଭ, ଲାହିରୀ ମହାଶୟ, ସ୍ୱାମୀ ଶ୍ରୀ ୟୁକ୍ତେଶ୍ୱରଜୀ, ସନ୍ନ୍ୟାଲ ମହାଶୟ, ପରମହଂସ ଯୋଗାନନ୍ଦଜୀ, ସ୍ୱାମୀ ସତ୍ୟାନନ୍ଦଜୀ, ପରମହଂସ ହରିହରାନନ୍ଦଜୀ ଓ ବର୍ତ୍ତମାନ ପରମହଂସ ପ୍ରଜ୍ଞାନାନନ୍ଦଜୀ ଏହି ପରମ୍ପରାର ଗୁରୁ ଭାବରେ ଅବସ୍ଥାପିତ |ପରମହଂସ ପ୍ରଜ୍ଞାନାନନ୍ଦଜୀଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଇଛା ଥିଲେ www.kriya.org ରେ ଅନୁସନ୍ଧାନ କରିବାକୁ ଅନୁରୋଧ |

The Good Deeds of Parents,Gita Jnana Yajna,Paramahamsa Prajnanananda,Kriya Yoga,Bhagavad Gita,

Post a Comment

0 Comments